ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ କଲବଲ କରି ହତ୍ୟା

ସିଆଲକୋଟ୍ : ଇଷ୍ଟନିନ୍ଦା ଅଭିଯୋଗରେ ପୁଣି ଏକ ଜଘନ୍ୟ କାଣ୍ଡ ଘଟାଇଛନ୍ତି ପାକିସ୍ତାନର କିଛି ଉତ୍ୟକ୍ତ ଜନତା। ପାକିସ୍ତାନରେ କାମ କରୁଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଅତ୍ୟନ୍ତ ନିର୍ମମଭାବେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଜଳାଇଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସିଆଲକୋଟର ଓ୍ବାଜିରାବାଦରେ ଏହି ଘଟଣା ଘଟିଛି। ସେଠାରେ ଥିବା ରାଜକୋ ନାମକ କମ୍ପାନିରେ ମହାପ୍ରବନ୍ଧକ ବା ଜିଏମଭାବେ କାମ କରୁଥିବା … Continue reading ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ କଲବଲ କରି ହତ୍ୟା